କୌଣସି ଭାଷାର ପ୍ରତିବନ୍ଧକ ବିନା ସ୍ଥାନ, ସଂସ୍କୃତିଗୁଡ଼ିକ ଏବଂ ଲୋକମାନଙ୍କ ସହ କନେକ୍ଟ କରନ୍ତୁ
ଆପଣଙ୍କ କେମେରା ମାଧ୍ୟମରେ ଅନୁବାଦ କରନ୍ତୁ
ଆପଣ ଯାହା ଦେଖୁଛନ୍ତି କେବଳ ତାହା ଆଡ଼କୁ ଆପଣଙ୍କ କେମେରା ପଏଣ୍ଟ କରି ତାହାର ତୁରନ୍ତ ଅନୁବାଦ କରନ୍ତୁ
ଇଣ୍ଟରନେଟ ନାହିଁ? କୌଣସି ସମସ୍ୟା ନାହିଁ।
କୌଣସି ଇଣ୍ଟରନେଟ କନେକ୍ସନ ବିନା ଅନୁବାଦ କରିବାକୁ ଏକ ଭାଷା ଡାଉନଲୋଡ କରନ୍ତୁ
ବାର୍ତ୍ତାଳାପ କରନ୍ତୁ
ଏକ ଭିନ୍ନ ଭାଷାରେ କଥା ହେଉଥିବା କୌଣସି ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ
ଏକାସାଙ୍ଗରେ ସ୍ପିଚର ଅନୁବାଦ କରନ୍ତୁ
କଣ କୁହାଯାଉଛି ତାହା ବୁଝିବା ପାଇଁ 'ଟ୍ରାନ୍ସକ୍ରାଇବ'କୁ ଚାଲୁ କରନ୍ତୁ
ଯେ କୌଣସି ଆପରୁ ଅନୁବାଦ କରନ୍ତୁ
ଆପଣ ଯେଉଁ ଆପ ବ୍ୟବହାର କରୁଥାନ୍ତୁ ନା କାହିଁକି, କେବଳ ଟେକ୍ସଟକୁ କପି କରନ୍ତୁ ଏବଂ ଅନୁବାଦ କରିବାକୁ ଟାପ କରନ୍ତୁ
ଟାଇପ କରନ୍ତୁ, କୁହନ୍ତୁ କିମ୍ବା ହାତରେ ଲେଖନ୍ତୁ
ଭଏସ ଇନପୁଟ ବ୍ୟବହାର କରନ୍ତୁ କିମ୍ବା ଆପଣଙ୍କ କୀ'ବୋର୍ଡ ଦ୍ୱାରା ସମର୍ଥିତ ନଥିବା କେରେକ୍ଟର ଏବଂ ଶବ୍ଦଗୁଡ଼ିକୁ ହାତରେ ଲେଖନ୍ତୁ
ସଞ୍ଚୟ ହେଲା
ଡକ୍ୟୁମେଣ୍ଟର ଅନୁବାଦ
ୱେବ ଅନୁବାଦ
ଆପଣଙ୍କ ଅନୁବାଦଗୁଡ଼ିକୁ ସେଭ କରନ୍ତୁ
କୌଣସି ଡିଭାଇସରୁ ଶବ୍ଦ ଏବଂ ବାକ୍ୟାଂଶଗୁଡ଼ିକୁ ସେଭ କରି ଶୀଘ୍ର ଆକ୍ସେସ କରନ୍ତୁ
ସେହି ଡକ୍ୟୁମେଣ୍ଟରେ କଣ ଅଛି?
ଆପଣଙ୍କ ଫାଇଲଗୁଡ଼ିକୁ ଗୋଟିଏ ସ୍ଥାନରେ ସେଗୁଡ଼ିକର ଫର୍ମାଟିଂକୁ ନହରାଇ ଆଶ୍ଚର୍ଯ୍ୟଜନକ ଭାବରେ ଅନୁବାଦ କରିବା ପାଇଁ ସେଗୁଡ଼ିକୁ ଅପଲୋଡ କରନ୍ତୁ
ୱେବସାଇଟଗୁଡ଼ିକର ଅନୁବାଦ କରନ୍ତୁ
ସମ୍ପୂର୍ଣ୍ଣ ୱେବପୃଷ୍ଠାକୁ ଅନୁବାଦ କରିବା ଆବଶ୍ୟକ? ସମ୍ପୂର୍ଣ୍ଣ ୱେବପୃଷ୍ଠାକୁ ଅନୁବାଦ କରିବା ପାଇଁ କେବଳ ଏକ URL ଲେଖନ୍ତୁ।
Google Translate ବ୍ୟବହାର କରି ଦେଖନ୍ତୁ
ଆପଣଙ୍କ ବ୍ରାଉଜରରେ Google Translate ବ୍ୟବହାର କରିବା ଆରମ୍ଭ କରନ୍ତୁ। କିମ୍ବା ଆପଣଙ୍କ ମୋବାଇଲ ଡିଭାଇସରେ ଏହାକୁ ବ୍ୟବହାର କରିବା ପାଇଁ ଆପ ଡାଉନଲୋଡ କରିବାକୁ ନିମ୍ନରେ ଦିଆଯାଇଥିବା QR କୋଡକୁ ସ୍କାନ କରନ୍ତୁ।
ଦୁନିଆକୁ ଏକ୍ସପ୍ଲୋର କରିବା ଏବଂ ବିଭିନ୍ନ ଭାଷାରେ ଲୋକମାନଙ୍କ ସହିତ କମ୍ୟୁନିକେଟ କରିବା ପାଇଁ ଆପ ଡାଉନଲୋଡ କରନ୍ତୁ।